ଲକ୍‌ଡାଉନ୍ ପାଇଁ ପୁଲିସ ପ୍ରସ୍ତୁତି: ରାଜଧାନୀରେ ହେବ ୫୩ ଚେକ୍‌ପୋଷ୍ଟ

ଭୁବନେଶ୍ବର: ଲକ୍‌ଡାଉନ୍ ପାଇଁ ରାଜଧାନୀରେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନାଇଟ୍ କର୍ଫ୍ୟୁ ପାଇଁ ୨୩ଟି ଜାଗାରେ ଚେକ୍‌ପୋଷ୍ଟ କରା ଯାଇଥିବା ବେଳେ ଲକ୍‌ଡାଉନ ସମୟରେ ଏହି ସଂଖ୍ୟା ବଢ଼ାଇ ୫୩ଟି କରାଯିବ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ୨୫ଟି ସ୍ଥାୟୀ ଚେକ୍‌ପୋଷ୍ଟ କରାଯାଇଛି। ରାସ୍ତାର ଗୋଟିଏ ପାର୍ଶ୍ବକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଅନ୍ୟ ପାର୍ଶ୍ବଟି ବାରିକେଡ୍ ଲଗାଯିବ। କେବଳ ଆମ୍ବୁଲାନ୍ସ ଯାତାୟାତ କରିବ ବୋଲି ସୂଚନା ମିଳିଛି। … Continue reading ଲକ୍‌ଡାଉନ୍ ପାଇଁ ପୁଲିସ ପ୍ରସ୍ତୁତି: ରାଜଧାନୀରେ ହେବ ୫୩ ଚେକ୍‌ପୋଷ୍ଟ